Korpus: ori_wikipedia_2016_30K

Weitere Korpora

4.8.2 Distribution of words with frequency one

How many sentences contain a certain number of words of frequency one?

words with freq=1 # of sentences percentage Sample sentence
1 9627 23.9359 ; ; ଡିସେମ୍ବର ୧୯୯୪ରେ, ମଣ୍ଡେଲାଙ୍କ ଆତ୍ମଜୀବନୀ "ଲଙ୍ଗ ୱାକ ଟୁ ଫ୍ରିଡ଼ମ" ପ୍ରକାଶିତ ହୋଇଥିଲା ।
2 5143 12.7872 ; ସେ ମଧ୍ୟ ଅନେକ ମାତ୍ରରେ ରସିକତାରେ ପ୍ରବୀଣ ।
3 2465 6.1288 'କିସ୍‍' ବା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ ହେଇଛି ଭୁବନେଶ୍ବରର ପଟିଆଠାରେ ଥିବା ଏକ ଶିକ୍ଷାନୁଷ୍ଠାନ ଯେଉଁଥିରେ ୧୦୦୦୦ରୁ ଅଧିକ ଆଦିବାସୀ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ ଓ ରହିବା ଖାଇବା ବ୍ୟବସ୍ଥା ଦିଆଯାଉଛି ।
4 1205 2.9960 ; ମଣ୍ଡେଲାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ବିକାଶ ଯୋଜନା ମାନ, ୧୯୯୬/୯୭ରେ ୧୩%, ୧୯୯୭/୯୮ରେ ୧୩% ଓ ୧୯୯୮/୯୯ରେ ୭% ବୃଦ୍ଧି ପାଇଥିଲା ।
5 637 1.5838 ; ; ; ଲିବ୍ୟା-ବ୍ରିଟେନ ମଧ୍ୟରେ ଥିବା ସଂପର୍କକୁ ନେଇ ବାର୍ଲିନ୍ନି କାରାଗାରରେ ସେ "ମେଗ୍ରାହି"ଙ୍କୁ ଭେଟିଥିଲେ ଓ ତାଙ୍କ ବୁଝାମଣାର ସର୍ତ୍ତ ବିରୋଧରେ ତାଙ୍କୁ ଅବଗତ କରାଇ କହିଥିଲେ ଏହା ଏକ "ମନସ୍ତାତ୍ତ୍ୱିକ ଅବୁଝାମଣା" ।
6 283 0.7036 ‘ ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ’, ‘ ଶ୍ରୀ ଜଗନ୍ନାଥ ' ଚଳଚ୍ଚିତ୍ର ଗୀତର ଏହି ଉଦ୍ଧୃତିରେ ସଞ୍ଚାରଣଶୀଳ ଧ୍ବନି ଓ ଶବ୍ଦ ଚାତୁର୍ଯ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ ।
7 171 0.4252 "ଗର୍ଭେ ଦଶମାସ ତୁ ଧରିଥିଲୁ ମୋ ବୋଉ, ଦିନେ ମର ବୋଲି କହି ନଥିଲୁ ମୋ ବୋଉ, ମୁଁ ସହି ନଥିଲି ତୁମ ବଚନ ମୋ ବୋଉ, କିପରି ସହିବି ପରବଚନ ମୋ ବୋଉ ।"
8 95 0.2362 ‘ଆସିବେ ଈଶ୍ୱର ମାଳ’ ଠାରୁ ଆରମ୍ଭ କରି ‘ଉଠ ଉଠ ସୀତୟା ହେ, ହୋଇଲାଣି ବେଳ’ ପରି ବହୁଗୀତ ବୋଲାଯାଏ ।
9 51 0.1268 ‘ଝୁମ ଝୁମ ବାଜେ ମୋର ଝୁମ୍କା ପଏଁରି’ ଗୀତରେ ଲୋକଶବ୍ଦ ଓ ବିଭିନ୍ନ ଯୁକ୍ତି ସୁତ୍ରରେ ଛନ୍ଦା ଯାଇଥିବା ଅବଚେତନ ଦୃଶ୍ୟସବୁ ମନକୁ ଉଚ୍ଚାଟ କରେ ।
10 27 0.0671 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।
11 19 0.0472 ସେ ସ୍ଵିଡେନ୍‌ରେ ଜଣେ ନିର୍ମାଣକା ରୀ ଇଞ୍ଜି ନି ୟ ର୍‌ ଭାବେ ଅନେକ ବଡ଼ପୋଲ ଓ କୋଠାବାଡ଼ି ନିର୍ମାଣ କରିଥିଲେ ଏବଂ ଜଣେ ନିର୍ମାଣ ଇଞ୍ଜିନିୟର୍‌ ଭାବେ ସେ ପଥର ଫଟାଇବା ବା ଟନେଲ୍‌ ଓ ଖଣି ଖୋଳିବା ପାଇଁ ଏକ ନିରାପଦ ନୂତନ ବିସ୍ଫୋର କ ସମ୍ବନ୍ଧରେ ଗବେଷଣା ପ୍ରତି ଆକୃଷ୍ଟ ହୋଇଥିଲେ ।
12 7 0.0174 ଏହି ସବୁ ତଥ୍ୟ ମଧ୍ୟରେ ଥାଏ ଫ୍ଲାଇଟ ଇନ୍ଫୋର୍ମସନ, ପ୍ୟାକେଜ ଟ୍ରାକିଂ, ହୋଟେଲ ରିଜର୍ବେସନ୍ ଏବଂ ରେଷ୍ଟୁରାଂ ରିଜର୍ଭେସନ୍ ଦେଖାଏ(ଏହି ତଥ୍ୟ ସେଇ ସମୟ ଯାଏଁ ଦେଖାଏଂ ଜେଯାଏଁ ଇଉଜରଙ୍କ ଜିମେଲ ଏକାଉଣ୍ଟ ଏକ ଗୁଗଲ ଅପପ୍ସ ଏକାଉଣ୍ଟ ନୁହେଁ)।
13 8 0.0199 ତୁହି ମୋର୍ ଧନ ଫୁଲ ଚନ୍ଦନ ପୁରିଥିବ ଦୁହି କାନ ଉଭୟ: ବାସୁ ଗାଁ ସାହି ଆମର୍ ପଡ଼ିଶା ବାସୁ ଗାଁ ସାହି ଆମର୍ ପଡ଼ିଶା ଜୂଈ ଜାଈ ମଲ୍ଲୀ ଅପରାଜିତା ପୁ: ରଙ୍ଗବତୀ ରଙ୍ଗବତୀ ଝି: ତୁମେ ମୋର୍ ହେଇଛ ଚକରି ଗୁନା ମଲି ଦହନା ସୁନା ବରନା ମନର୍ ଝରନା ଗୋ ହେ..
14 4 0.0099 ବାତି ବଲ୍‌କେ ବନେରେ ଉଟ୍ଟେ ରଖଡି ହାଁ, ରାହ ଭୁଲ ନା ଜାୱେ ଚାନନ ମେରା ଓ ଚିତ୍ତେ ଦାନ୍ଦ ହସନୁନ ନାଇଓଁ ରେହନ୍ଦେ ପ୍ରଭୃତି ଆଶାତୀତ ସଫଳତା ଲାଭ କରିଥିଲା ।
15 1 0.0025 ଅତୋସ୍ୟ କଂଠେ କିଂଚିତ୍ତ୍ୟଂ ରକ୍ଷାଂ ସଂବଦ୍ଧୁମର୍ହସି ॥ * ଧ୍ୟାୟେତ ସିଂହଗତଂ ବିନାୟକମମୁଂ ଦିଗ୍ବାହୁ ମାଦ୍ୟେ ୟୁଗେ ତ୍ରେତାୟାଂ ତୁ ମୟୂର ବାହନମମୁଂ ଷଡ୍ବାହୁକଂ ସିଦ୍ଧିଦମ ।
17 1 0.0025 ବେଳେ ବେଳେ ସ୍ପାଇରୋକେଟା ଓ ଟ୍ରେପାନୋମା ଦ୍ଵାରା ଟନସିଲାଇଟିସ ହେଲେ ତାହାକୁ ଭିନସେଣ୍ଟ ଆଞ୍ଜିନା ବା ପ୍ଲଟ- ଭିନସେଣ୍ଟ ଆଞ୍ଜିନା କୁହାଯାଏ — fusospirillum complex (Plaut-Vincent angina) Van Cauwenberge studied the tonsils of 126 patients using direct microscope observation.
18 1 0.0025 ତାଙ୍କ ବାପା ଯଦିଓ ଜଣେ ସ୍ବେଡିସ ବୈଜ୍ଞାନିକ ଓଲସ ରୁଡବେକ (Olaus Rudbeck 1630–1702)ଙ୍କର ବଂଶଧର ଥିଲେ, Schück, Henrik, Ragnar Sohlman, Anders Österling, Carl Gustaf Bernhard, the Nobel Foundation, and Wilhelm Odelberg, eds.
20 1 0.0025 ଯଥା : ଯଜ୍ଞ ବେଦୀରିୟଁ ବୋଷ୍ଣୋ ଜନ୍ମଭୂମିସ୍ତବ ପ୍ରଭୋ ପୂର୍ବ ତ୍ଵୟା ଭଗବତା ସପ୍ତାହ ମଣ୍ଡପୋତ୍ତମେ ତିଷ୍ଠେୟୁ ରିତ୍ୟାଜ୍ଞା ଦତ୍ତ ତତୋ ଯାହି ଜଗତ୍ପତେ, (ନୀଳାଦ୍ରି ମହୋଦୟ, ପ୍ରଥମ ଅଧ୍ୟାୟ) ତ୍ରୈଲୋକ୍ୟାଡ଼ମ୍ବର ଯିତ୍ର୍ ମାହାବିଦ୍ୟାଂ ମହାତ୍ରତୋଃ ପ୍ରାଦୁର୍ଭାବୋ ମହେଶସ୍ୟ ଯତ୍ରାର୍ଭୁଦ୍ଦାରୁ ବର୍ଷ୍ମତାଃ ।
736 msec needed at 2018-01-11 06:59